CWC SL vs SA Live Update: ଆଜି ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ, ଦେଖନ୍ତୁ ଲାଇଭ ଅପଡେଟ
Advertisement
Article Detail0/zeeodisha/odisha1904186

CWC SL vs SA Live Update: ଆଜି ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ, ଦେଖନ୍ତୁ ଲାଇଭ ଅପଡେଟ

ନମସ୍କାର ବନ୍ଧୁଗଣ। ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ସ୍ୱାଗତ। ଏହି ବ୍ଲଗରେ ଆପଣଙ୍କୁ ଆମେ ଚଳିତ ବିଶ୍ୱକପ ମ୍ୟାଚ ଗୁଡ଼ିକର ଲାଇଭ ଅପଡେଟ ଦେବାକୁ ଚେଷ୍ଟ କରିବୁ। ଆଜି ବିଶ୍ୱକପରେ ଦୁଇଟି ମ୍ୟାଚ ଖେଳାଯିବ। ଶ୍ରୀଲଙ୍କା ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚର ଟିଖିନିଖି ଅପଡେଟ ଦେବାକୁ ଆମେ ଚେଷ୍ଟା କରିବୁ। ମ୍ୟାଚ ସମ୍ପର୍କିତ ଟିକିନିଖ ସୂଚନା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

CWC SL vs SA Live Update: ଆଜି ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ, ଦେଖନ୍ତୁ ଲାଇଭ ଅପଡେଟ
LIVE Blog

 

 

07 October 2023
22:33 PM

South Africa vs Sri Lanka Match Result: ଅକ୍ଟୋବର ୭ ତାରିଖ ଶନିବାର ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିଜୟରୁ ଏହାର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଟିମ୍ ୧୦୨ ରନ୍ ବ୍ୟବଧାନରେ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଛି। ଧାର୍ଯ୍ୟ ୫୦ ଓଭରରେ ୫ ୱିକେଟ୍ ପାଇଁ ଦକ୍ଷିଣ ଆଫ୍ରିକା ୪୨୮ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୪୪.୫ ଓଭର ମ୍ୟାଚ ଖେଳି ୩୨୬ ରନ୍ ସଂଗ୍ରହ କରିଥିଲା। 

ଆଜିର Live Blog ଏଠାରେ ସାମାପ୍ତ କରୁଛୁ। ଶୁଭରାତ୍ରୀ

 

22:18 PM

୪୫ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୩୨୬/୧୦
ଦିଲସାନ ମଦୁସଙ୍କା: ୪(୨) (ଅପରାଜିତ)
ଶେଷ ୱିକେଟ: ମଥିଶା ପଥିରାନା (୫)

ଦକ୍ଷିଣ ଆଫ୍ରିକା 
ବୋଲର:  କାସିଗୋ ରାବାଡ଼ା

 

22:17 PM

୪୪ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୩୨୬/୯
ମଥିଶା ପଥିରାନା: ୫(୧୧) 
ଦିଲସାନ ମଦୁସଙ୍କା: ୪(୨)
ଶେଷ ୱିକେଟ: କସୁନ ରଜିଥା (୩୩)

ଦକ୍ଷିଣ ଆଫ୍ରିକା 
ବୋଲର: ରାଲ୍ଡ କୋଏଜୀ 

22:09 PM

୪୩ ତମ ଓଭର
ଶ୍ରୀଲଙ୍କା ସ୍କୋର: ୩୨୦/୮
ମଥିଶା ପଥିରାନା: ୪(୯) 
କସୁନ ରଜିଥା: ୩୨ (୨୯)
ଶେଷ ୱିକେଟ: ଦସୁନ ସନାକା (୬୮)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

22:05 PM

୪୨ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୩୦୭/୮
ମଥିଶା ପଥିରାନା: ୪(୮) 
କସୁନ ରଜିଥା: ୨୧ (୨୪)
ଶେଷ ୱିକେଟ: ଦସୁନ ସନାକା (୬୮)

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

 

22:01 PM

୪୧ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୩୦୩/୮
ମଥିଶା ପଥିରାନା: ୦(୨) 
କସୁନ ରଜିଥା: ୨୧ (୨୪)
ଶେଷ ୱିକେଟ: ଦସୁନ ସନାକା (୬୮)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

21:56 PM

୪୦ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୨୯୧/୮
ମଥିଶା ପଥିରାନା: ୦(୨) 
କସୁନ ରଜିଥା: ୯ (୧୮)
ଶେଷ ୱିକେଟ: ଦସୁନ ସନାକା (୬୮)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ  

 

21:51 PM

୩୯ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୨୭୬/୭
ଦସୁନ ସନାକା: ୫୮ (୫୮)
କସୁନ ରଜିଥା: ୯ (୧୮)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ  

21:43 PM

୩୮ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୨୭୩/୭
ଦସୁନ ସନାକା: ୫୬ (୫୪)
କସୁନ ରଜିଥା: ୮ (୧୬)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

21:38 PM

୩୭ ତମ ଓଭର 

ଶ୍ରୀଲଙ୍କା ସ୍କୋର: ୨୬୯/୭
ଦସୁନ ସନାକା: ୫୪ (୫୧)
କସୁନ ରଜିଥା: ୭ (୧୩)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 
 

 

21:33 PM

୩୬ ତମ ଓଭର

ଶ୍ରୀଲଙ୍କା ସ୍କୋର: ୨୪୬/୭
ଦସୁନ ସନାକା:  ୩୧ (୪୫)
କସୁନ ରଜିଥା: ୭ (୧୩)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗୀ ଏଙ୍ଗିଡି

21:32 PM

୩୫ ତମ ଓଭର
ଶ୍ରୀଲଙ୍କା ସ୍କୋର: ୨୪୪/୭
ଦସୁନ ସନାକା:  ୩୦ (୪୪)
କସୁନ ରଜିଥା: ୬ (୮)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

21:29 PM

୩୪ ତମ ଓଭର
ଶ୍ରୀଲଙ୍କା ସ୍କୋର: ୨୩୮/୭
ଦସୁନ ସନାକା: ୨୮ (୪୧)
କସୁନ ରଜିଥା: ୨ (୫)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗୀ ଏଙ୍ଗିଡି

 

 

 

21:27 PM

୩୩ ତମ ଓଭର
ଶ୍ରୀଲଙ୍କା ସ୍କୋର: ୨୩୫/୭
ଦସୁନ ସନାକା: ୨୬ (୩୭)
କସୁନ ରଜିଥା: ୧ (୩)
ଶେଷ ୱିକେଟ: ଡୁନିଥ୍ ୱେଲାଲେଜ୍ (୦) 

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

 

21:16 PM

୩୨ ତମ ଓଭର
ଶ୍ରୀଲଙ୍କା ସ୍କୋର:  ୨୩୨/୬
ଚାରିଥ ଅସଲଙ୍କା: ୭୯ (୬୫)
ଦସୁନ ସନାକା: ୨୪ (୩୫)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗୀ ଏଙ୍ଗିଡି

 

21:06 PM

୩୧ ତମ ଓଭର
ଶ୍ରୀଲଙ୍କା ସ୍କୋର:  ୨୨୬/୫
ଚାରିଥ ଅସଲଙ୍କା: ୭୯ (୬୩)
ଦସୁନ ସନାକା: ୧୯ (୩୧)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡା

21:05 PM

୩୦ ତମ ଓଭର 
ଶ୍ରୀଲଙ୍କା ସ୍କୋର:  ୨୧୪/୫
ଚାରିଥ ଅସଲଙ୍କା: ୬୯ (୫୮)
ଦସୁନ ସନାକା: ୧୮ (୩୦)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

 

 

20:58 PM

୨୯ ତମ ଓଭର 
ଶ୍ରୀଲଙ୍କା ସ୍କୋର:  ୨୦୧/୫
ଚାରିଥ ଅସଲଙ୍କା: ୬୨ (୫୪)
ଦସୁନ ସନାକା: ୧୨(୨୮)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡ଼ା 

20:54 PM

୨୮ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୯୬/୫
ଚାରିଥ ଅସଲଙ୍କା: ୬୦ (୫୨)
ଦସୁନ ସନାକା: ୧୦(୨୩)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

 

 

20:51 PM

୨୭ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୮୬/୫
ଚାରିଥ ଅସଲଙ୍କା: ୫୧ (୪୭)
ଦସୁନ ସନାକା: ୯(୨୨)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

20:50 PM

୨୬ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୭୯/୫
ଚାରିଥ ଅସଲଙ୍କା: ୪୫ (୪୩)
ଦସୁନ ସନାକା: ୮(୨୦)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

20:48 PM

୨୫ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୭୬/୫
ଚାରିଥ ଅସଲଙ୍କା: ୪୩ (୪୧)
ଦସୁନ ସନାକା: ୭(୧୬)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: କେଶଭ ମହାରାଜ 

20:44 PM

୨୪ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୭୪/୫
ଚାରିଥ ଅସଲଙ୍କା: ୪୨ (୪୦)
ଦସୁନ ସନାକା: ୬(୧୧)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗି ଏଙ୍ଗିଡ଼ି 

20:32 PM

୨୩ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୬୨/୫
ଚାରିଥ ଅସଲଙ୍କା: ୩୫ (୩୬)
ଦସୁନ ସନାକା: ୪(୯)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ

20:31 PM

୨୨ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୫୫/୫
ଚାରିଥ ଅସଲଙ୍କା: ୨୯ (୩୨)
ଦସୁନ ସନାକା ୩(୭)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧) 

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗୀ ଏଙ୍ଗିଡି 

20:23 PM

୨୧ ତମ ଓଭର 

ଶ୍ରୀଲଙ୍କା ସ୍କୋର: ୧୫୪/୫
ଚାରିଥ ଆସାଲଙ୍କା: ୨୭(୨୮)
ଦସୁନ ସନାକା ୩(୪)
ଶେଷ ୱିକେଟ: ଧନଞ୍ଜୟ ଡି ସିଲଭା (୧୧) 

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

20:19 PM

୨୦ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୫୦/୪
ଧନଞ୍ଜୟ ଡି ସିଲଭା: ୧୧(୧୩)
ଚାରିଥ ଆସାଲଙ୍କା: ୨୭(୨୮)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

20:16 PM

୧୯ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୩୯/୪
ଧନଞ୍ଜୟ ଡି ସିଲଭା: ୧୦(୧୧)
ଚାରିଥ ଆସାଲଙ୍କା: ୧୭(୨୪)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

20:12 PM

୧୮ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୩୪/୪
ଧନଞ୍ଜୟ ଡି ସିଲଭା: ୫(୮)
ଚାରିଥ ଆସାଲଙ୍କା: ୧୭(୨୧)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

 

20:09 PM

୧୭ ତମ ଓଭର 
ଶ୍ରୀଲଙ୍କା ସ୍କୋର: ୧୨୩/୪
ଧନଞ୍ଜୟ ଡି ସିଲଭା: ୩(୬)
ଚାରିଥ ଆସାଲଙ୍କା: ୮(୧୭)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

20:06 PM

୧୬ ତମ ଓଭର
ଶ୍ରୀଲଙ୍କା ସ୍କୋର: ୧୨୧/୪
ଧନଞ୍ଜୟ ଡି ସିଲଭା: ୨(୫)
ଚାରିଥ ଆସାଲଙ୍କା: ୭(୧୨)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ 

 

20:01 PM

୧୫ ତମ ଓଭର
ଶ୍ରୀଲଙ୍କା ସ୍କୋର: ୧୨୦/୪
ଧନଞ୍ଜୟ ଡି ସିଲଭା: ୨(୫)
ଚାରିଥ ଆସାଲଙ୍କା: ୬(୬)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡ଼ା 

19:55 PM

୧୪ ତମ ଓଭର
ଶ୍ରୀଲଙ୍କା ସ୍କୋର: ୧୧୪/୪
ଧନଞ୍ଜୟ ଡି ସିଲଭା: ୨(୪)
ଚାରିଥ ଆସାଲଙ୍କା: ୧(୧)
ଶେଷ ୱିକେଟ: ସନ୍ଦୀରା ସମରବିକ୍ରମା (୨୩)

ଦକ୍ଷିଣ ଆଫ୍ରିକା 
ବୋଲର: ଜେରାଲ୍ଡ କୋଏଜୀ

19:52 PM

 

୧୩ ତମ ଓଭର
ଶ୍ରୀଲଙ୍କା ସ୍କୋର: ୧୧୧/୩
ସନ୍ଦୀରା ସମରବିକ୍ରମା: ୨୩ (୧୭) 
ଚାରିଥ ଆସାଲଙ୍କା: ୧(୧)
ଶେଷ ୱିକେଟ: କୁଶଲ ମେଣ୍ଡିସ (୭୬)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡା଼

19:46 PM

୧୨ ତମ ଓଭର
ଶ୍ରୀଲଙ୍କା ସ୍କୋର: ୧୦୭/୨
ସନ୍ଦୀରା ସମରବିକ୍ରମା: ୨୧ (୧୪) 
କୁଶଲ ମେଣ୍ଡିସ: ୭୫ (୪୦)
ଶେଷ ୱିକେଟ:  କୁଶଲ ପେରେରା (୭)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

19:43 PM

୧୧ ତମ ଓଭର
ଶ୍ରୀଲଙ୍କା ସ୍କୋର: ୯୮/୨
ସନ୍ଦୀରା ସମରବିକ୍ରମା: ୧୩ (୧୧) 
କୁଶଲ ମେଣ୍ଡିସ: ୭୪ (୩୭)
ଶେଷ ୱିକେଟ:  କୁଶଲ ପେରେରା (୭)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡ଼ା 

19:37 PM

ଦଶମ ଓଭର
ଶ୍ରୀଲଙ୍କା ସ୍କୋର: ୯୪/୨
ସନ୍ଦୀରା ସମରବିକ୍ରମା: ୧୨(୭) 
କୁଶଲ ମେଣ୍ଡିସ: ୭୨ (୩୫)
ଶେଷ ୱିକେଟ:  କୁଶଲ ପେରେରା (୭)

ଦକ୍ଷିଣ ଆଫ୍ରିକା 
ବୋଲର: କେଶବ ମହାରାଜ 

19:34 PM

ନବମ ଓଭର
ଶ୍ରୀଲଙ୍କା ସ୍କୋର: ୮୭/୨
ସନ୍ଦୀରା ସମରବିକ୍ରମା: ୫(୨) 
କୁଶଲ ମେଣ୍ଡିସ: ୭୨ (୩୪)
ଶେଷ ୱିକେଟ:  କୁଶଲ ପେରେରା (୭)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡ଼ା 

 

19:26 PM

ଅଷ୍ଟମ ଓଭର
ଶ୍ରୀଲଙ୍କା ସ୍କୋର: ୭୧/୨
ସନ୍ଦୀରା ସମରବିକ୍ରମା: ୪(୧) 
କୁଶଲ ମେଣ୍ଡିସ: ୫୭(୨୯)
ଶେଷ ୱିକେଟ:  କୁଶଲ ପେରେରା (୭)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

19:23 PM

ସପ୍ତମ ଓଭର
ଶ୍ରୀଲଙ୍କା ସ୍କୋର: ୫୮/୧
କୁଶଲ ପେରେରା: ୩(୧୨) 
କୁଶଲ ମେଣ୍ଡିସ: ୫୨(୨୭)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: କାସିଗୋ ରାବାଡ଼ା 

19:18 PM

ଷଷ୍ଠ ଓଭର
ଶ୍ରୀଲଙ୍କା ସ୍କୋର: ୫୪/୧
କୁଶଲ ପେରେରା: ୦(୭) 
କୁଶଲ ମେଣ୍ଡିସ: ୫୧(୨୬)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

 

19:17 PM

ପଞ୍ଚମ ଓଭର
ଶ୍ରୀଲଙ୍କା ସ୍କୋର: ୩୭/୧
କୁଶଲ ପେରେରା: ୦(୫) 
କୁଶଲ ମେଣ୍ଡିସ: ୩୫(୨୨)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗି ଏଙ୍ଗିଡି

19:08 PM

ଚତୁର୍ଥ ଓଭର
ଶ୍ରୀଲଙ୍କା ସ୍କୋର: ୧୯/୧
କୁଶଲ ପେରେରା: ୦(୫) 
କୁଶଲ ମେଣ୍ଡିସ: ୧୭(୧୬)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

19:06 PM

ତୃତୀୟ ଓଭର
ଶ୍ରୀଲଙ୍କା ସ୍କୋର: ୧୨/୧
କୁଶଲ ପେରେରା: ୦(୪) 
କୁଶଲ ମେଣ୍ଡିସ: ୧୦ (୧୧)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗି ଏଙ୍ଗିଡି

 

19:00 PM

ଦ୍ୱିତୀୟ ଓଭର
ଶ୍ରୀଲଙ୍କା ସ୍କୋର: ୩/୧
କୁଶଲ ପେରେରା: ୦(୪) 
କୁଶଲ ମେଣ୍ଡିସ: ୧ (୫)
ଶେଷ ୱିକେଟ: ପଥୁମ ନିଶଙ୍କା (୦)

ଦକ୍ଷିଣ ଆଫ୍ରିକା 
ବୋଲର: ମାର୍କୋ ଜାନସେନ 

18:24 PM

 

ପ୍ରଥମ ଓଭର
ଶ୍ରୀଲଙ୍କା ସ୍କୋର: ୧/୦
କୁଶଲ ପେରେରା: ୦(୪) 
ପଥୁମ ନିଶଙ୍କା: ୦(୨)

ଦକ୍ଷିଣ ଆଫ୍ରିକା 
ବୋଲର: ଲୁଙ୍ଗି ଏଙ୍ଗିଡି

18:13 PM

୫୦ ତମ ଓଭର  
ଦକ୍ଷିଣ ଆଫ୍ରିକା ସ୍କୋର: ୪୨୮-୫
ଡେଭିଡ ମିଲର: ୩୯ (୨୧)
ମାର୍କୋ ଜାନସେନ: ୧୨ (୭)
ଶେଷ ୱିକେଟ: ଆଡେନ ମାକ୍ରାମ୍ (୧୦୬)

ଶ୍ରୀଲଙ୍କା
ବୋଲର: ଦିଲସାନ ମଦୁସଙ୍କା 

 

18:05 PM

୪୯ ତମ ଓଭର  
ଦକ୍ଷିଣ ଆଫ୍ରିକା ସ୍କୋର: ୪୧୯-୫
ଡେଭିଡ ମିଲର: ୩୩ (୧୭)
ମାର୍କୋ ଜାନସେନ: ୧୦ (୧୫)
ଶେଷ ୱିକେଟ: ଆଡେନ ମାକ୍ରାମ୍ (୧୦୬)

ଶ୍ରୀଲଙ୍କା
ବୋଲର: କସୁମ ରଜିଥା 

18:04 PM

୪୮ ତମ ଓଭର  
ଦକ୍ଷିଣ ଆଫ୍ରିକା ସ୍କୋର: ୩୯୬-୫
ଡେଭିଡ ମିଲର: ୧୦(୧୦)
ମାର୍କୋ ଜାନସେନ: ୩ (୩)
ଶେଷ ୱିକେଟ: ଆଡେନ ମାକ୍ରାମ୍ (୧୦୬)

ଶ୍ରୀଲଙ୍କା
ବୋଲର: ଦିଲସାନ ମଦୁସଙ୍କା 

17:55 PM

୪୭ ତମ ଓଭର  
ଦକ୍ଷିଣ ଆଫ୍ରିକା ସ୍କୋର: ୩୮୩-୪
ଆଡେନ ମାକ୍ରାମ୍: ୧୦୬ (୫୩)
ଡେଭିଡ ମିଲର: ୧୦(୧୦)
ଶେଷ ୱିକେଟ: ହେନରିକ୍ କ୍ଲାସେନ (୩୨) 

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

17:49 PM

୪୬ ତମ ଓଭର  
ଦକ୍ଷିଣ ଆଫ୍ରିକା ସ୍କୋର: ୩୭୬-୪
ଆଡେନ ମାକ୍ରାମ୍: ୧୦୩ (୫୦)
ଡେଭିଡ ମିଲର: ୭(୭)
ଶେଷ ୱିକେଟ: ହେନରିକ୍ କ୍ଲାସେନ (୩୨) 

ଶ୍ରୀଲଙ୍କା
ବୋଲର: ଦିଲସାନ ମଦୁସଙ୍କା 

17:46 PM

୪୫ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୩୬୨-୪
ଆଡେନ ମାକ୍ରାମ୍: ୯୦ (୪୬)
ଡେଭିଡ ମିଲର: ୬(୫)
ଶେଷ ୱିକେଟ: ହେନରିକ୍ କ୍ଲାସେନ (୩୨) 

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

17:44 PM

୪୪ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୩୫୨-୪
ଆଡେନ ମାକ୍ରାମ୍: ୮୪ (୪୩)
ଡେଭିଡ ମିଲର: ୨(୨)
ଶେଷ ୱିକେଟ: ହେନରିକ୍ କ୍ଲାସେନ (୩୨) 

ଶ୍ରୀଲଙ୍କା
ବୋଲର: କସୁନ ରଜିଥା 

17:38 PM

୪୩ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୩୪୨-୩
ହେନରିକ୍ କ୍ଲାସେନ: ୩୨ (୧୯)
ଆଡେନ ମାକ୍ରାମ୍: ୭୬ (୪୦)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

17:37 PM

୪୨ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୩୧୬-୩
ହେନରିକ୍ କ୍ଲାସେନ: ୩୧ (୧୮)
ଆଡେନ ମାକ୍ରାମ୍: ୫୬ (୩୫)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: ଦିଲସାନ ମଦୁସଙ୍କା 

17:20 PM

୪୧ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୩୦୩-୩
ହେନରିକ୍ କ୍ଲାସେନ: ୨୯ (୧୬)
ଆଡେନ ମାକ୍ରାମ୍: ୪୫ (୩୧)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: କସୁନ ରଜିଥା 

17:18 PM

୪୦ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୯୧-୩
ହେନରିକ୍ କ୍ଲାସେନ: ୧୮(୧୧)
ଆଡେନ ମାକ୍ରାମ୍: ୪୪ (୩୦)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

 

 

17:14 PM

୩୯ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୭୨-୩
ହେନରିକ୍ କ୍ଲାସେନ: ୫(୭)
ଆଡେନ ମାକ୍ରାମ୍: ୩୯ (୨୮)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: କସୁନ ରଜିଥା 

 

17:12 PM

୩୮ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୬୭-୩
ହେନରିକ୍ କ୍ଲାସେନ: ୨(୪)
ଆଡେନ ମାକ୍ରାମ୍: ୩୭ (୨୫)
ଶେଷ ୱିକେଟ: ରାଶି ଭେନ ଡେର ଡୁସେନ (୧୦୮)

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

 

 

17:03 PM

୩୭ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୬୪-୨
ରାଶି ଭେନ ଡେର ଡୁସେନ: ୧୦୮ (୧୦୯)
ଆଡେନ ମାକ୍ରାମ୍: ୩୬ (୨୪)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

16:59 PM

୩୬ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୫୭-୨
ରାଶି ଭେନ ଡେର ଡୁସେନ: ୧୦୬ (୧୦୬)
ଆଡେନ ମାକ୍ରାମ୍: ୩୧ (୨୧)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

 

 

16:57 PM

୩୫ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୪୫-୨
ରାଶି ଭେନ ଡେର ଡୁସେନ: ୧୦୦ (୧୦୩)
ଆଡେନ ମାକ୍ରାମ୍: ୨୫ (୧୮)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ଦସୁନ ସନାକା

 

 

16:55 PM

୩୪ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୩୯-୨
ରାଶି ଭେନ ଡେର ଡୁସେନ: ୯୮ (୧୦୧)
ଆଡେନ ମାକ୍ରାମ୍: ୨୧ (୧୪)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ଦିଲସାନ ମଦୁଶଙ୍କା

 

16:46 PM

୩୩ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୨୫-୨
ରାଶି ଭେନ ଡେର ଡୁସେନ: ୯୭ (୯୯)
ଆଡେନ ମାକ୍ରାମ୍: ୯ (୧୦)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ଦସୁନ ସନାକା

16:41 PM

୩୨ ତମ ଓଭର 
ଦକ୍ଷିଣ ଆଫ୍ରିକା ସ୍କୋର: ୨୧୯-୨
ରାଶି ଭେନ ଡେର ଡୁସେନ: ୯୬ (୯୭)
ଆଡେନ ମାକ୍ରାମ୍: ୪(୬)
ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

16:34 PM

୩୧ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୨୧୫-୨
ରାଶି ଭେନ ଡେର ଡୁସେନ: ୯୬ (୯୬)
ଆଡେନ ମାକ୍ରାମ୍: ୧(୧)

ଶେଷ ୱିକେଟ: କ୍ୱାଣ୍ଟନ ଡି କକ୍ (୧୦୦) 

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା

16:30 PM

୩୦ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୨୦୬-୧
ରାଶି ଭେନ ଡେର ଡୁସେନ: ୯୬ (୯୫)
କ୍ୱାଣ୍ଟନ ଡି କକ୍: ୯୨ (୮୦)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

16:21 PM

୨୯ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୯୬-୧
ରାଶି ଭେନ ଡେର ଡୁସେନ: ୮୬ (୮୯)
କ୍ୱାଣ୍ଟନ ଡି କକ୍: ୯୨ (୮୦)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

16:20 PM

୨୮ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୮୨-୧
ରାଶି ଭେନ ଡେର ଡୁସେନ: ୮୫ (୮୮)
କ୍ୱାଣ୍ଟନ ଡି କକ୍: ୮୫ (୭୫)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

16:16 PM

୨୭ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୬୮-୧
ରାଶି ଭେନ ଡେର ଡୁସେନ: ୭୦ (୮୬)
କ୍ୱାଣ୍ଟନ ଡି କକ୍: ୭୬ (୭୧)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: କସୁନ ରଜିଥା 

 

16:06 PM

୨୬ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୫୯-୧
ରାଶି ଭେନ ଡେର ଡୁସେନ: ୭୧ (୮୧)
କ୍ୱାଣ୍ଟନ ଡି କକ୍: ୭୫ (୭୦)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍  

16:03 PM

୨୫ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୫୮-୧
ରାଶି ଭେନ ଡେର ଡୁସେନ: ୭୧ (୭୫)
କ୍ୱାଣ୍ଟନ ଡି କକ୍: ୭୫ (୭୦)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: କସୁନ ରଜିଥା 

16:00 PM

୨୪ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୪୪-୧
ରାଶି ଭେନ ଡେର ଡୁସେନ: ୬୬ (୭୨)
କ୍ୱାଣ୍ଟନ ଡି କକ୍: ୬୬ (୬୭)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍

 

 

15:56 PM

୨୩ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୩୯-୧
ରାଶି ଭେନ ଡେର ଡୁସେନ: ୬୬ (୬୮)
କ୍ୱାଣ୍ଟନ ଡି କକ୍: ୬୧ (୬୫)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଧନଞ୍ଜୟ ଡି ସିଲଭା  

15:52 PM

୨୨ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୨୭-୧
ରାଶି ଭେନ ଡେର ଡୁସେନ: ୬୫ (୬୬)
କ୍ୱାଣ୍ଟନ ଡି କକ୍: ୫୦ (୬୨)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍

15:49 PM

୨୧ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୨୧-୧
ରାଶି ଭେନ ଡେର ଡୁସେନ: ୬୦ (୬୨)
କ୍ୱାଣ୍ଟନ ଡି କକ୍: ୪୯ (୫୯)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଧନଞ୍ଜୟ ଡ଼ି ସିଲଭା 

15:46 PM

୨୦ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୧୮-୧
ରାଶି ଭେନ ଡେର ଡୁସେନ: ୫୯ (୫୯)
କ୍ୱାଣ୍ଟନ ଡି କକ୍: ୪୮ (୫୬)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଡୁନିଥ୍ ୱେଲାଲେଜ୍

15:39 PM

୧୯ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୧୧-୧
ରାଶି ଭେନ ଡେର ଡୁସେନ: ୫୩(୫୫)
କ୍ୱାଣ୍ଟନ ଡି କକ୍: ୪୪ (୫୪)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଦସୁନ ସନାକା

15:34 PM

୧୮ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୧୦୫-୧
ରାଶି ଭେନ ଡେର ଡୁସେନ: ୫୧ (୫୨)
କ୍ୱାଣ୍ଟନ ଡି କକ୍: ୪୩ (୫୧)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

15:32 PM

୧୭ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୯୭-୧
ରାଶି ଭେନ ଡେର ଡୁସେନ: ୪୬ (୫୦)
କ୍ୱାଣ୍ଟନ ଡି କକ୍: ୪୧ (୪୭)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ଦାସୁନ ସନାକା 

15:24 PM

୧୬ ତମ ଓଭର 

ଦକ୍ଷିଣ ଆଫ୍ରିକା ସ୍କୋର: ୯୧-୧
ରାଶି ଭେନ ଡେର ଡୁସେନ: ୪୩ (୪୭)
କ୍ୱାଣ୍ଟନ ଡି କକ୍: ୩୮ (୪୪)
ଶେଷ ୱିକେଟ: ଟେମ୍ବା ଭାବୁମା

ଶ୍ରୀଲଙ୍କା
ବୋଲର: ମଥିଶା ପଥିରାନା 

15:15 PM

ଦକ୍ଷିଣ ଆଫ୍ରିକା ସ୍କୋର: ୮୪-୧
ରାଶି ଭେନ ଡେର ଡୁସେନ ୪୨ (୪୩)
କ୍ୱାଣ୍ଟନ ଡି କକ୍ ୩୩ (୪୨)
ଶେଷ ୱିକେଟ: ଟେମ୍ବା ଭାବୁମା

୧୫ ତମ ଓଭର 
ଶ୍ରୀଲଙ୍କା
ବୋଲର:  ଦାସୁନ ସାନାକା  

 

12:51 PM

ନମସ୍କାର ବନ୍ଧୁଗଣ। ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ସ୍ୱାଗତ। ଏହି ବ୍ଲଗରେ ଆପଣଙ୍କୁ ଆମେ ଚଳିତ ବିଶ୍ୱକପ ମ୍ୟାଚ ଗୁଡ଼ିକର ଲାଇଭ ଅପଡେଟ ଦେବାକୁ ଚେଷ୍ଟ କରିବୁ। ଆଜି ବିଶ୍ୱକପରେ ଦୁଇଟି ମ୍ୟାଚ ଖେଳାଯିବ। ଶ୍ରୀଲଙ୍କା ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚର ଟିଖିନିଖି ଅପଡେଟ ଦେବାକୁ ଆମେ ଚେଷ୍ଟା କରିବୁ। ମ୍ୟାଚ ସମ୍ପର୍କିତ ଟିକିନିଖ ସୂଚନା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।